ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଲିପଦର ଗ୍ରାମରେ ଆଜି ଯୁବଗୋଷ୍ଠୀଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ଗଣେଷ ପୂଜା ଧୁମଧାମରେ ପାଳିତ ହୋଇଯାଇଛି।
ଏଥିରେ କମିଟି କାର୍ଯ୍ୟକର୍ତ୍ତା ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Credible Local News of Odisha