ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାୟକଙ୍କ ନେତୃତ୍ୱରେ ଏନଫୋସମେଣ୍ଟ ଟିମ ଓ ପୁଲିସ ଉଲୁଣ୍ଡାର ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ଗୁଟକା ଉପରେ ଚଢ଼ାଉ କରି ଫାଇନ ଆଦାୟ କରିଛନ୍ତି ।

Credible Local News of Odisha