ଗୁଜୁରାଟରେ ଓଡ଼ିଆ ଶିଳ୍ପୀଙ୍କ ବାଲୁକା କଳା

ଗୁଜୁରାଟ ବନସକଣ୍ଠା ଜିଲ୍ଲା ଦିସାର ଭିଲଡ଼ି ଜୈନମନ୍ଦିର ପରିସରରେ ଜୈନଧର୍ମ କାହାଣୀକୁ ନେଇ ଓଡ଼ିଶାର ତିନିଜଣ ବାଲୁକା ଶିଳ୍ପୀ ଏବଂ ତିନିଜଣ ସହଯୋଗୀ ୧୫ଦିନ ପରିଶ୍ରମ କରି କଳାକୃତି ନିର୍ମାଣ କରି ପ୍ରଶଂସିତ ହୋଇଛନ୍ତି ।

ଗଂଜାମ ଜିଲ୍ଲାର ଶିଳ୍ପୀ ନାରାୟଣ ସାହୁ ,ମୟୁରଭଞ୍ଜର ଦଶରଥ ମହାନ୍ତଙ୍କ ସହ ଢେ଼ଙ୍କାନାଳର ସୁବ୍ରତ ମହାରଣା ଏହି ବିଶାଳ ବାଲୁକକଳା ପ୍ରକଳ୍ପରେ ଯୋଗ ଦେଇ ଓଡିଶାକୁ ଗୌରବାନ୍ୱିତ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes