ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ। ଭବାନୀପାଟଣା ରେଞ୍ଜ ଭଟାଙ୍ଗପଦର ସେକ୍ସନ ଦାୟିତ୍ଵରେ ଥିଲେ ବାବୁ।
ରେଡ୍ ବେଳେ ବାବୁଙ୍କ ୯ଟି ଦାମୀ ପ୍ଲଟ୍ ସହ ପ୍ରାୟ ଅଧେ କିଲେ ସୁନା ମିଳିଥିଲା।
Credible Local News of Odisha