ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ACE ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ।
ଚଢ଼ାଉ ବେଳେ ବାବୁଙ୍କ ଘରୁ ମିଳିଥିଲା ନଗଦ ୬.୨୩ ଲକ୍ଷ ଟଙ୍କା। ୧.୮୧ କୋଟିର ବ୍ୟାଙ୍କ ଡିପୋଜିଟ୍ ସହ ୩୫୦ ଗ୍ରାମ ସୁନା ଠାବ ହୋଇଥିଲା। ବହୁତଳ କୋଠା ସହ ୮ଟି ପ୍ଲଟ୍ ଓ ଗୋଟିଏ ଫାର୍ମ ହାଉସ୍ ଠାବ କରିଥିଲା ଭିଜିଲାନ୍ସ।