ଗାୟକ ହ୍ୟୁମାନ ସାଗରଙ୍କ ନାମରେ ଥାନାରେ ଅଭିଯୋଗ

ଗାୟକ ହ୍ୟୁମାନ ସାଗରଙ୍କ ଜଣେ ସହଯୋଗୀ ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଆଜି ଜାପାନୀ ନାମକ ଜନୈକ ସଂଗୀତକାର ଖାରବେଳ ଥାନାରେ ଅଭିଯୋଗ କରିଛନ୍ତି l

ଏ ସମ୍ପର୍କରେ ପୁଲିସ କିମ୍ବା ହ୍ୟୁମାନ ସାଗର କିଛି ପ୍ରତିକ୍ରିୟା ଦେଇନାହାନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version