କଟକ୍ ବିଡ଼ାନାସୀ ଥାନା ଚହଟା ମହାନଦୀ ଘାଟରେ ଅଘଟଣ ଘଟିଛି। ୩ ଜଣ ନାବାଳକ ଗାଧୋଉଥିବା ବେଳେ ଜଣେ ବୁଡ଼ିଯାଇଥିଲା। ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ପରେ SCBରେ ଭର୍ତ୍ତି କରାଯାଇଛି।
Credible Local News of Odisha