ଗାଧୋଇବା ବେଳେ ନଦୀରେ ବୁଡ଼ି ଶିଶୁକନ୍ୟା ମୃତ

ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଜରି ଗାଁରେ ନଦୀରେ ବୁଡ଼ି ଶିଶୁକନ୍ୟାର ମୃତ୍ୟୁ ଘଟିଛି।

ମାଆ ସହ ଗାଧୋଇବା ବେଳେ ଭାସିଗଲା ୫ ବର୍ଷର ଝିଅ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes