ଗାଦି ମଡ଼ା ଅଫିସରଙ୍କ ତାଲିକା ମାଗିଲେ ରାଜ୍ୟ ସରକାର

ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ ପୋଲିସ ବାବୁ। ଏହା ସହ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ମଧ୍ୟ ରହିପାରିବେନାହିଁ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି।

ସବୁ SP ଓ କମିଶନରେଟ ପୋଲିସର DCPଙ୍କୁ ମଗାଗଲା ତଥ୍ୟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes