BNS ଲାଗୁ ପରେ ସଙ୍ଗଠିତ ଅପରାଧ କ୍ଷେତ୍ରରେ ପ୍ରଥମଥର ଦଣ୍ଡବିଧାନ ହୋଇଛି। ବାଇକ୍ ଚୋର ଦୀପକ ସାହୁକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ୱର ଦ୍ୱିତୀୟ ଦୌରାଜଜ। ୨୦୨୫ ଜୁନ୍ ୧୬ରେ ଦୀପକକୁ ଗିରଫ କରିଥିଲା ଲିଙ୍ଗରାଜ ପୋଲିସ। ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାର ରହିଛି ୨୮ ମାମଲା।
Credible Local News of Odisha