ଗାଈ ଚରାଇବାକୁ ଯାଇଥିବା ବୃଦ୍ଧଙ୍କ ମୃତ୍ୟୁ

ବୌଦ୍ଧ ବ୍ଲକ ଗମ୍ଭାରୀ ପଦର ଗ୍ରାମର ସତ୍ୟାନନ୍ଦ ଭୋକ୍ତା ନାମକ ଜଣେ ବୃଦ୍ଧ ସବୁ ଦିନ ପରି ଆଜି ମଧ୍ୟ ଗାଈ ଚରାଇବାକୁ ଯାଇଥିବା ବେଳେ ମୃତ୍ୟୁ ବରଣ କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି l

ଘରକୁ ଫେରିବାକୁ ବିଳମ୍ବ ହେବାରୁ ପରିବାର ଲୋକ ଆଜି ଅପରାନ୍ହରେ ଖୋଜାଖୋଜି କରିବାରୁ ବିଲମାଳ ମଧ୍ୟରୁ ମୃତଦେହ ଠାବ କରିଥିଲେ | ଅଂଶୁଘାତ ଯୋଗୁଁ ମୃତ୍ୟୁ ଘଟିଥିବା ଆଶଙ୍କା ହେଉଛି |

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes