ଗାଈକୁ ମାରିଖାଇଲା ବାଘ

ନୂଆପଡ଼ା ଜିଲ୍ଲା ଧରମବନ୍ଧା ସେକ୍ସନ ଚୁଲାଭାଟ ଗାଁ ନିକଟ ଜଙ୍ଗଲରେ ଗୋଟିଏ ଗାଈକୁ ବାଘ ମାରିଖାଇଛି।

ଗ୍ରାମବାସୀଙ୍କ ସୂଚନା ପରେ ଗାଁରେ ପହଞ୍ଚିଛି ବନବିଭାଗ। କିଛି ଦିନ ହେଲା ଅଞ୍ଚଳରେ ଗୃହପାଳିତ ପଶୁ ମାରିଖାଉଛି କଲରାପତରିଆ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes