ଗାଇଡଲାଇନ ଅନୁସାରେ ଚାଲିଛି ରୁଷୀୟ ଇଂଜିନିୟରଙ୍କ ମୃତ୍ୟୁ ଘଟଣାର ତଦନ୍ତ

ପାରାଦୀପ ପୋର୍ଟରେ ଜାହାଜରେ ରୁଷୀୟ ଇଂଜିନିୟରଙ୍କ ମୃତ୍ୟୁ ଘଟଣାରେ ପାରାଦୀପ ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷ କହିଛନ୍ତି,ଗାଇଡଲାଇନ ଅନୁସାରେ ତଦନ୍ତ ଚାଲିଛି।

ରାତି ୩ଟା ବେଳେ ଜାହାଜର ମାଷ୍ଟରଙ୍କ ପାଖରୁ ଏକ ମେସେଜ ଆସିଥିଲା।ଜାହାଜର ଚିଫ୍ ଇଂଜିନିୟରଙ୍କ ମୃତ୍ୟୁ ଘଟିଥିବା ମାଷ୍ଟର ସୂଚନା ଦେଇଥିଲେ। ଏ ସଂପର୍କରେ ମେରାଇନ୍ ପୁଲିସକୁ ସୂଚନା ଦିଆଯାଇଛି।ପ୍ରୋଟକଲ ଅନୁସାରେ ସମସ୍ତ କାର୍ଯ୍ୟ କରାଯାଉଛି ବୋଲି ଅଧ୍ୟକ୍ଷ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version