ଗାଁ ଲୋକ ଛୁଇଁଲେନି, ଶବ ସତ୍କାର କଲେ ସ୍ବେଛାସେବୀ (ଅପଡେଟ)

ବୌଦ୍ଧ ଥାନା ଅନ୍ତର୍ଗତ ବଲାସିଙ୍ଗା ଗ୍ରାମରେ ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଗତକାଲିଠାରୁ ଘରେ ପଡି ରହିଥିଲା ଏବଂ କେଇ ସତ୍କାର କରି ନଥିଲେ l ଏପରିକି ଝିଅ ଆସି ପହଞ୍ଚିଥିଲେ ମଧ୍ୟ ତାଙ୍କୁ ମୃତଦେହ ଛୁଇଁବାକୁ ଦିଆଯାଇନଥିଲା l
ତେବେ ଖବର ପାଇ ସ୍ଥାନୀୟ ସ୍ବେଛାସେବୀ ମାନେ ଆଜି ପହଞ୍ଚି ଶବ ସତ୍କାର କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes