ଗାଁ ପରିସଂସ୍ଥା ସୁରକ୍ଷା ତାଲିମ କାର୍ଯକ୍ରମ

ଜଙ୍ଗଲ ସମ୍ପଦ ପରିଚାଳନା ପାଇଁ,
ଜୈବ୍ୟ ବିଭିଧତ୍ତା ସୁରକ୍ଷା ଓ ଚିର ସ୍ଥାୟୀ ପରିଚାଳନା ପାଇଁ ଗାଁ ପରିସଂସ୍ଥା ସୁରକ୍ଷା କାରୀଙ୍କ ତାଲିମ ହାଟଡିହି ବ୍ଲକ ଅନ୍ତର୍ଗତ କନଲେଇ ବାଲିପାଳ ଗାଁ ଠାରେ ଆରସିିଡ଼ିସି ଅନୁଷ୍ଠାନ ଦ୍ଵାରା ଆଜି ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ପରିପେକ୍ଷି ରେ ଗୋଷ୍ଟି ଜଙ୍ଗଲ ସୁରକ୍ଷା ପରିଚାଳନା ପାଇଁ ଗାଁ ରୁ ପରିବେଶ ସୁରକ୍ଷା କା ଭୂମିକାକୁ ଆଜିର ତାଲିମ ରେ ବିଶେଷ ବିଶେଷ ଧ୍ୟାନ ଦିଆଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes