ଗାଁରେ ପଶି ଘର ଭାଙ୍ଗିଲେ ହାତୀପଲ

କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଗୁହାଳଚଟୁଆଁ ଗାଁରେ ଆଜି ସକାଳେ ଜଣଙ୍କ ଘର ଭାଙ୍ଗିଲେ ହାତୀପଲ।

ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର। ୨ ଦିନ ହେବ ଗାଁରେ ଆତଙ୍କ ଖେଳାଉଛନ୍ତି ୧୮ ଟିକିଆ ହାତୀପଲ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes