ଗାଁରେ ନାଲି ପିମ୍ପୁଡି ଭର୍ତ୍ତି, ଅନୁଧ୍ୟାନ ପାଇଁ ପହଞ୍ଚିଲେ ଓୟୁଏଟି ଟିମ

ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଚନ୍ଦ୍ରାଦେଇପୁର ଗ୍ରାମରେ ପ୍ରବଳ ନାଲି ପିମ୍ପୁଡି ଦେଖାଦେଇଥିବାରୁ ଲୋକମାନେ ପ୍ରବଳ ହଇରାଣ ହେଉଛନ୍ତି l ତେଣୁ ପରିସ୍ଥିତି ଅନୁଧ୍ୟାନ କରିବାକୁ ଆଜି ସ୍ଥାନୀୟ ବିଡ଼ିଓ ଏବଂ ଓୟୁଏଟିର ଏକ ଟିମ ଗ୍ରାମରେ ପହଞ୍ଚିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes