ଗର୍ଭଗୃହରୁ ମିଳିଲା ପଥର ଖଣ୍ଡ

ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖଣ୍ଡ ମିଳିଛି।

ଏହାକୁ ଚୂନ ପଥର ଖଣ୍ଡ ବୋଲି ସ୍ପଷ୍ଟ କରିଛି ଏଏସ୍ଆଇ। ଗର୍ଭଗୃହରୁ ପଥର ଖଣ୍ଡ ମିଳିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes