ଆସନ୍ତା 31 ତାରିଖ ଗଣେଶ ପୂଜା ଥିବା ବେଳେ ରାଜଧାନୀରେ ମୂର୍ତ୍ତି ବିସର୍ଜନ ପାଇଁ ବିଏମସି ପକ୍ଷରୁ ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରାଯାଇଛି l
କୁଆଖାଇ ନଦୀ ପାଖରେ ଦୁଇଟି ଏବଂ ଟଙ୍କପାଣି ଅଞ୍ଚଳରେ ଗୋଟିଏ ପୋଖରୀ କରାଯାଇଛି l

Credible Local News of Odisha