ଗଣଧାରଣା ସହ ୫ ଦଫା ଦାବିପତ୍ର ପ୍ରଦାନ

ତାଳଚେର ଶିଳ୍ପାଞ୍ଚଳ ଶ୍ରମିକସଂଘର ସଭାପତି ତଥା ଯୁବ ବିଜେପି ନେତା ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆଜି ଭରତପୁରମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଏକ ୫ ଦଫା ଦାବିପତ୍ର ଦିଆଯାଇଛି l

ଦାବିଗୁଡିକର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ଖଣିକୁ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version