ବଲାଙ୍ଗିର ତୁରେକେଲା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଗିରଫ ୬ ନାବାଳକ ବାଳସୁଧାର ଗୃହ ଗଲେ। ୬ ନାବାଳକଙ୍କୁ ବାଲସୁଧାର ଗୃହକୁ ପଠାଇଲେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ।
୫ ନାବାଳକଙ୍କୁ ଭବାନୀପାଟଣା ବାଳସୁଧାର ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ରାଉରକେଲା ସ୍ପେଶାଲ ସେଫ୍ଟି ହୋମ୍କୁ ସ୍ଥାନାନ୍ତର କରାଯାଇଛି