ମୟୁରଭଞ୍ଜ ଜିଲ୍ଲା ସଦର ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ସହ ୩ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ।
୮ ତାରିଖରେ ରାସ୍ତାରୁ ଯୁବତୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। କାମରୁ ଘରକୁ ଫେରିବା ବେଳେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା।
Credible Local News of Odisha