ଗଡିଲା ପୁରୀ – ବଡବିଲ ଏକ୍ସପ୍ରେସ ଟ୍ରେନ

ଆଜି ସକାଳେ ନିର୍ଦ୍ଧାରିତ ସମୟରେ ପୁରୀ – ବଡବିଲ – ପୁରୀ ଏକ୍ସପ୍ରେସ ଟ୍ରେନ ପୁରୀ ଷ୍ଟେସନ ରୁ ଆରମ୍ଭ ହୋଇଛି।

ଏ ନେଇ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି। ପୁରୀରୁ କେନ୍ଦୁଝରକୁ ଟ୍ରେନ ଯାତ୍ରା ଆରମ୍ଭ ବେଳେ ସେଠାରେ କେନ୍ଦୁଝରବାସୀ ସ୍ଵାଗତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes