ଗଡିଆରେ ବୁଡିଯାଇ ଦୁଇ ନାବାଳକ ମୃତ

କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଶମମନ୍ତପୁର ବ୍ଲକର ମାଝୀଗୁଡା ଗ୍ରାମରେ ରାସ୍ତା ନିର୍ମାଣ ପାଇ ଖୋଳା ଯାଇଥିବା ଖାଲରେ ଆଜି ଅପରାହ୍ନରେ ବୁଡ଼ିଯାଇ ଦୁଇ ନାବାଳକ ପ୍ରାଣ ହରାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version