ଗଡ଼ଖୋର୍ଦ୍ଧା ନିକଟରେ ହେବ ଅଣ୍ଡର ପାସ : ସାଂସଦ

ଗଡ଼ଖୋର୍ଦ୍ଧା ଛକ ନିକଟରେ ସାତ କୋଟି ଟଙ୍କା ଖର୍ଚ୍ଚରେ ଏକ ଅଣ୍ଡର ଭେଇକିଲ ପାସ ନିର୍ମାଣ ହେବ ବୋଲି ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ଉକ୍ତ ଅଞ୍ଚଳକୁ ଗସ୍ତ ଅବସରରେ କହିଛନ୍ତି l

ଆସନ୍ତା 15 ଦିନ ମଧ୍ୟରେ ଏହାର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes