ବହୁତ ପ୍ରତିକ୍ଷିତ ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପର କର୍ଯ୍ୟକ୍ଷମ ହେବାର ପ୍ରଥମ ବର୍ଷର ବର୍ଷାରେ ଗଡସଙ୍କର ଡୁଙ୍ଗୁରିପାଲି ଗ୍ରାମ ଆଜି ପାଣିରେ ବୁଡିଛି।
ମନ୍ଦିରର ପତାକା ଖାଲି ଦେଖାଯାଉଛି। ଏହି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରି ଦେଇଛି।
Credible Local News of Odisha