ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ କମିଟିରେ ସ୍ଥାନ ପାଇଲେ ୧୦ ସଦସ୍ୟ। ମୁକ୍ତିମଣ୍ଡପ ପ୍ରତିନିଧି ସିଦ୍ଧେଶ୍ବର ମହାପାତ୍ର, ସେବକ ପ୍ରତିନିଧି କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂହାରୀ, ସେବକ ପ୍ରତିନିଧି ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସମହାପାତ୍ର, ରାମନାରାୟଣ ଗୋଚ୍ଛିକାର, ରଘୁବୀର ଦାସମହାରାଜ ଓ ପୂର୍ବତନ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ।
ଚାଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ ମଧ୍ୟ କମିଟିରେ ସ୍ଥାନିତ ହୋଇଛନ୍ତି।