ଗଞ୍ଜେଇ ତେଲ ଜବତ ଘଟଣାରେ ୬ ଗିରଫ

କୋରାପୁଟରେ ୨୦୦ କୋଟିର ଗଞ୍ଜେଇ ତେଲ ଜବତ ଘଟଣାରେ ମାଷ୍ଟରମାଇଣ୍ଡ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଲଛି।

ଗିରଫ ହୋଇଥିବା ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣା ପଡ଼ିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes