ଗଞ୍ଜେଇ ଡିଲ୍‌: ଏସଆଇ, କନ୍‌ଷ୍ଟେବଲ୍‌ ନିଲମ୍ବିତ

ଗଞ୍ଜେଇ ଡିଲ୍‌ ବେଳେ ଧରାପଡ଼ିଲେ ଝାରବନ୍ଧ ଥାନା ASI, IIC, କନ୍‌ଷ୍ଟେବଲ୍‌, ହୋମଗାର୍ଡ।

ASI, କନ୍‌ଷ୍ଟେବଲ୍‌ଙ୍କୁ ନିଲମ୍ବନ ସହ ହୋମଗାର୍ଡଙ୍କୁ ବହିଷ୍କାର କରାଯାଇଛି। IICଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes