ଭୁବନେଶ୍ବର ବିମାନ ବନ୍ଦରରୁ ୯ କୋଟିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ମାମଲାରେ ଚୋରା ଚାଲାଣ ପଛରେ ବଡ଼ ଅନ୍ତର୍ଜାତୀୟ ଗ୍ୟାଙ୍ଗ ଥିବା ସୂଚନା ମିଳିଛି।
ଜର୍ମାନୀରୁ ପ୍ରୋସେସିଂ ହୋଇ ମାଲେସିଆ ଦେଇ ଭାରତ ଆସିଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ଗିରଫ ୨ ମହିଳାଙ୍କୁ ଜେରା କରିବ ନାର୍କୋଟିକ୍ସ।
୨ ମହିଳା ନାସିରା ଖାତୁନ ଓ ଅବିଦା ଖାତୁନ ଜେରାର ସମ୍ମୁଖୀନ ହେବେ।