ଗଞ୍ଜେଇ, ଅଫିମ ଓ ସୁନା ସହ ଦୁଇଭାଇ ଗିରଫ

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ରଘୁନାଥସାହିରୁ ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନଙ୍କୁ ଗତକାଲି କ୍ରାଇମବ୍ରାଞ୍ଚ ଏସଟିଏଫ ସେମାନଙ୍କ ଘରୁ ଗିରଫ କରିଥିଲା l

ଏମାନେ ନିଶା କାରବାର ସହ ସମ୍ପୃକ୍ତ ଥିଲେ ଏବଂ ଏମାନଙ୍କ ଠାରୁ 107 କିଲୋ ଗଞ୍ଜେଇ, 517 ଗ୍ରାମ ଅଫିମ, 607 ଗ୍ରାମ ସୁନା, 196 ଗ୍ରାମ ରୁପା, ଏକ ଇନୋଭା କାର ଏବଂ 29 ଟି ଜମିର କାଗଜପତ୍ର ଜବତ ହୋଇଥିବା ଏସଟିଏଫ ଆଜି କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes