ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି May 20, 2023 by Odisha ଝଡ଼ବର୍ଷା ଓ ବଜ୍ରପାତ ନେଇ ଗଞ୍ଜାମ ଜିଲ୍ଲାକୁ ଆଜି ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।