ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ July 1, 2025 by Odisha ଜଟଣୀ ସବ୍ ରେଜିଷ୍ଟ୍ରାର ଥିବାବେଳେ ବେଆଇନ କାମ ଅଭିଯୋଗରେ ବିଞ୍ଜେଶ ରଞ୍ଜନ ନାୟକଙ୍କୁ ନିଲମ୍ବନ କଲା ରାଜସ୍ବ ବିଭାଗ।