ରଙ୍ଗେଇଲୁଣ୍ଡା ବ୍ଲକ୍ ଓ ବ୍ରହ୍ମପୁରରେ କାର୍ଯ୍ୟରତ ସିଆରସିସି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସାମୂହିକ ଇସ୍ତଫାପତ୍ର ପ୍ରଦାନ କଲେ।
BEO ଅଫିସର କିଛି କର୍ମଚାରୀ CRCCଙ୍କୁ ଦୁର୍ବ୍ୟବାହାର କରିଥିବା ଅଭିଯୋଗ କରିଛନ୍ତି। ଏନେଇ ବିଇଓ ଓ ଡିଇଓଙ୍କୁ ଜଣାଇବା ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ସେମାନେ କହିଛନ୍ତି।