ଆଜି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଗଜପତି ଜିଲ୍ଲାରେ ପାସ୍ ହାର ସର୍ବାଧିକ ରହିଛି। ଗଜପତି ଜିଲ୍ଲାରେ ପାସ୍ ହାର ୯୯.୩୧ ପ୍ରତିଶତ ରହିଛି ଏବଂ କେନ୍ଦୁଝର ଜିଲ୍ଲାରେ ପାସ୍ ହାର ୯୪.୩୫ ପ୍ରତିଶତ ରହିଛି।
Credible Local News of Odisha