ଗଛ କୋରଡାରେ ଫସି ରହିଥିବା ଗାଈକୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ରାସ୍ତାର ମଳଉପଚାର କେନ୍ଦ୍ର ନିକଟରେ ଥିବା ଏକ ନିମ୍ବ ଗଛ କୋରଡା (ଦୁଇଟି ଶାଖା)ରେ ଦୀର୍ଘ ୨ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିବା ଗାଈକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ କୌଶଳ କ୍ରମେ ଉଦ୍ଧାର କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗାଈଟି ଖାଦ୍ୟ ଅନ୍ବେଷଣରେ ଚାଲି ଆସିଥିଲା ।ବର୍ତମାନ ଗାଈଟି ସୁରକ୍ଷିତ ଥିବା ଉଦ୍ଧାରକାରୀ ଦଳ କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

GhosaYatra