ଗଛରୁ ରକ୍ତାକ୍ତ ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

ତୁରେଇକେଲା ଥାନା ଅନ୍ତର୍ଗତ ମହୁଲପାଟି ଗ୍ରାମ ନିକଟରେ ଆଜି ସକାଳେ ଏକ ଗଛରେ ଜଣେ ଅଚିହ୍ନା ଯୁବକର ମୃତଦେହ ରକ୍ତାକ୍ତ ଅବସ୍ଥାରେ ମିଳିଛି l

ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes