ଗଛରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

ମୟୁରଭଞ୍ଜ ଜିଲ୍ଲାର ମୋରଡା ଥାନା ଅନ୍ତର୍ଗତ ମାକୁନ୍ଦ ଗ୍ରାମ ନିକଟ ଜଙ୍ଗଲରେ ଆଜି ଏକ ଗଛରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି l
ମୃତ ଯୁବକଙ୍କ ଘର ନିକଟବର୍ତ୍ତୀ ଛାତନା ଗ୍ରାମରେ ହୋଇଥିବା ବେଳେ ଯୁବତୀଙ୍କ ପରିଚୟ ଜଣାପଡି ନଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version