ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ରାମଜୀ ମନ୍ଦିର ପଡାର ରିଂ ରୋଡ଼ କଡ଼ରୁ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଆଜି ସକାଳେ ଠାବ ହୋଇଛି।
ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣକ ରାମଜୀ ମନ୍ଦିର ପଡା ନିକଟସ୍ଥ ଗୁଆଲା ପଡାର ସମୀର ଯାଦବ ବୋଲି ଜଣା ପଡ଼ିଛି|
Credible Local News of Odisha