ଖୋଲିଲା ହରଭଙ୍ଗୀ ଜଳଭଣ୍ଡାରର ଗୋଟିଏ ଗେଟ୍

ଗଜପତି ଜିଲ୍ଲା ଅଡ଼ବା ସ୍ଥିତ ହରଭଙ୍ଗୀ ଜଳଭଣ୍ଡାରର ଗୋଟିଏ ଗେଟ୍ ଆଜି ଖୋଲିଛି।

ଲଗାଣ ବର୍ଷା କାରଣରୁ ଜଳଭଣ୍ଡାର କର୍ତ୍ତୃପକ୍ଷ ୮ଟି ଗେଟରୁ ଗୋଟିଏ ଗେଟ୍ ଖୋଲିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version