ଉପର ମୁଣ୍ଡରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଘୋଡ଼ାହାଡ଼ ଡ୍ୟାମର ଗୋଟିଏ ଗେଟ ଖୋଲିଛନ୍ତି ଜଳ ଭଣ୍ଡାର କର୍ତ୍ତୃପକ୍ଷ।
ଘୋଡାହାଡ଼ ଜଳ ଭଣ୍ଡାର ଜଳ ଧାରଣ କ୍ଷମତା ୧୧୭.୮୦ ମିଟର ରହିଛି।ଜଳ ସ୍ତର ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି ପାଣି ଛଡାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।
Credible Local News of Odisha