ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ଆଜି ଖୋଲାଯାଇଛି। ଅର୍ଥ ଗଣତିରେ ବିଭିନ୍ନ ସଂଗଠନର ୨୦୦ ସଦସ୍ୟ ନିୟୋଜିତ ଅଛନ୍ତି।
ପୂର୍ବରୁ ଜାନୁଆରୀ ୨୭ ତାରିଖରେ ଖୋଲା ଯାଇଥିଲା ହୁଣ୍ଡି। ହୁଣ୍ଡିରୁ ୯୪ ଲକ୍ଷ ୪୯ ହଜାର ଟଙ୍କା ସହ ୨୧୭୦ ଗ୍ରାମ ରୁପା, ୯୩ ଗ୍ରାମ ସୁନା ମିଳିଥିଲା।
Credible Local News of Odisha