ଖୋର୍ଦ୍ଧା-ନୟାଗଡ଼ ୪-ଲେନ୍ ପ୍ରସ୍ତାବ ପ୍ରସ୍ତାବକୁ ନାମଞ୍ଜୁର କଲା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ। ରାସ୍ତାକୁ ୨ରୁ ୪-ଲେନ୍ କରିବାକୁ ପିପିପିଏସି ନିକଟରେ ପ୍ରସ୍ତାବ ରହିଥିଲା।
ନିୟମାନୁସାରେ ୨୪ ଘଣ୍ଟାରେ ୧୦ ହଜାର ଗାଡ଼ି ଚଳାଚଳ କରୁଥିଲେ ୪ ଲେନ୍ ହୋଇପାରିବ। ଏନେଇ କେନ୍ଦ୍ର ସଡ଼କ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ ଭୁବନେଶ୍ୱର ସାଂସଦ।