ଖୋର୍ଦ୍ଧା ଜିଲ୍ଲାରେ ଦିନକରେ 237 କୋଭିଡରେ ଆକ୍ରାନ୍ତ July 9, 2022 by Odisha ଖୋର୍ଦ୍ଧା ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 237 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି l