ଖୁବଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

୧୦ ବିଭାଗର ଗ୍ରୁପ୍ ସି’ର ୨୨ ହଜାର ୮୯୬ ପଦବୀ ପୂରଣ ସହ ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସାରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୮୩୫୮ ପଦବୀ, ପଞ୍ଚାୟତିରାଜ ବିଭାଗର ୪୦୪୨, ସ୍ବାସ୍ଥ୍ୟ ବିଭାଗର ୩୬୭୭ ପଦବୀ ପୂରଣ ହେବ। ୧୦ ବିଭାଗରେ ଏବେ ଖାଲି ପଡ଼ିଛି ୪୪ ହଜାର ୯୦୯ ପଦବୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes