ରାଜ୍ୟରେ ଖୁବଶୀଘ୍ର ହିଟ୍ ୱେଭ୍ ସେଣ୍ଟର ସରକାର ଖୋଲିବେ ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଆଗକୁ ଗ୍ରୀଷ୍ମ ପ୍ରଭାବ ବଢ଼ିବ, ହିଟ୍ ୱେଭ୍ ସେଣ୍ଟର ଖୋଲିବାର ଅଛି, ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ଭଳି ଏହା ଖୋଲାଯିବ, ଲୋକେ ଉପକୃତ ହେବେ କହିଛନ୍ତି ମନ୍ତ୍ରୀ।
Credible Local News of Odisha