ଖୁଦୁରୁକୁଣୀ କୋଠୀର ଯୁବତୀମାନଙ୍କ ପ୍ରଚେଷ୍ଟାରେ ରାମନାଟକ ମଞ୍ଚସ୍ଥ।

ଡିଆ ଗ୍ରା:ପର ଗୌରତୀସାହିର ଖୁଦୁରୁକୁଣୀ କୋଠୀର ଯୁବତୀ ମାନଙ୍କ ପ୍ରଚେଷ୍ଟାରେ ରାମନାଟକ ବାବାଗଡିକେଶ୍ଵର ନାଟ୍ୟସଂସଦ ଦ୍ଵାରା ପରିବେଷଣ କରାଯାଇଛି ।

ଏହି ଉତ୍ସବର ଉଦ୍ଘାଟନରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସୁଶ୍ରୀ ରିତ୍ସ୍ନା ମାନଧାତା, ସରପଞ୍ଚ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେଇଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes