ଖାରବେଳ ନଗର ଥାନାରେ ହାଜର ହେଲେ ବାବୁସାନ

ପାରିବାରିକ ବିବାଦ ନେଇ ଚର୍ଚ୍ଚାରେ ଥିବା ଅଭିନେତା ବାବୁସାନ ଆଜି ପୁଲିସ ନୋଟିସ ଅନୁଯାୟୀ ଖାରବେଳ ନଗର ଥାନାରେ ହାଜର ହୋଇଛନ୍ତି l କିଛି ସମୟ ପୁଲିସ ତାଙ୍କୁ ପଚରାଉଚୁରା କରିବା ପରେ ସେ ଥାନାରୁ ଯାଇଛନ୍ତି l
ବାବୁସାନଙ୍କ ସହ ମା ଅଭିନେତ୍ରୀ ଅପରାଜିତା ମଧ୍ୟ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version