ଖରିଫ ଫସଲ ବୀମା ପଞ୍ଜିକରଣର ଶେଷ ତାରିଖ ଜୁଲାଇ 31

ଚଳିତ ବର୍ଷ ଖରିଫ ଋତୁରେ 8 ଟି ଓ ରବି ଋତୁରେ 9 ଟି ଫସଲକୁ ବୀମାଭୁକ୍ତ କରାଯିବ ବୋଲି ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି l
ଜୁଲାଇ 31 ତାରିଖକୁ ଖରିଫ ଫସଲ ବୀମା ପଞ୍ଜିକରଣର ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version