ଖମେଶ୍ୱରୀ ପୀଠର ରତ୍ନମୁଦ ସହିତ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

କୁଟାସିଂହା ପଞ୍ଚାୟତ ଗ୍ରାମ ଡୁଙ୍ଗୁରିପାଲିର ମା ମାହେଶ୍ଵରୀ ମନ୍ଦିରର ଖମେଶ୍ୱରୀ ପୀଠର ରତ୍ନମୁଦ ସହିତ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମେ ମନ୍ଦିର ପୂଜକ ସମ୍ଭୁପ୍ରସାଦ ମହାକୁର ମାହେଶ୍ୱରୀ ପୂଜା ଆରମ୍ଭ କରିଥିଲେ , ପରେ କୁଳ ପୁରୋହିତ ନବୀନ ଷଡ଼ଙ୍ଗୀ ରତ୍ନମୁଦ ପୂଜା କାର୍ଯ୍ୟ କରି ଉଭୟ କର୍ତ୍ତା ଶମ୍ଭୁ ପ୍ରସାଦ ମହାକୁର, ଭଗବତୀ ମହାକୁର, ମକରଧ୍ବଜ ଛନ୍ଦ , ଧୀରା ଛନ୍ଦ ,ଅନ୍ଦିର ମିସ୍ତ୍ରୀ ବାବାଜୀ ବଣିଆଙ୍କ ତତ୍ବାବଧାନରେ ପ୍ରତିଷ୍ଠା କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes